tobaco day
ବିଶ୍ବ 

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପୁରୀ: ମଇ ୩୧: ତମାଖୁ ସେବନ ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ ।ଚଳିତବର୍ଷର ଥିମ୍‌ ରହିଛି ଟୋବାକୋ ଥ୍ରେଟ୍‌ ଆୱାର ଏନଭରମେଣ୍ଟ । ବା ତମାଖୁ ଆମ ପରିବେଶ ପ୍ରତି ବିପଦଜନକ । ନିୟମିତ ତମାଖୁ ସେବନ କ୍ୟାନସର, ହୃଦଘାତ ଏବଂ ମସ୍ତିସ୍କାଘାତର ମୂଳ କାରଣ । ଏହା ଦ୍ୱାରା ମାନସିକ ଅବସାଦ […]
Read More...

Advertisement