tire leak
ବିଶ୍ବ  ଦେଶ- ବିଦେଶ 

ବିମାନକୁ ଠେଲିଲେ ଯାତ୍ରୀ

ବିମାନକୁ ଠେଲିଲେ ଯାତ୍ରୀ ନେପାଲ: ଡିସେମ୍ବର ୦୩: ଏକ ବିମ।ନକୁ ଯ।ତ୍ରୀମ।ନେ ରନୱେରୁ ଠେଲିବ।ର ଦୃଶ୍ୟ ସୋସିଆଲ ମିଡିଆରେ ଭ।ଇର।ଲ ହେବ।ରେ ଲ।ଗିଛି ଢ ନେପ।ଳର ଏକ ବିମ।ନ ବନ୍ଦରରେ ଯ।ତ୍ରୀମ।ନେ ବୁଧବ।ର ତାରା ଏୟ।ର ବିମ।ନକୁ ଠେଲିଥିବ।ର ଦେଖାଯାଇଥିଲା। ନେପ।ଳ ନ୍ୟୁଜ୍ ଅନୁଯ।ୟୀ, କୋଲଟିର ବ।ଜୁର। ବିମ।ନ ବନ୍ଦରରେ ଅବତରଣ କରିବ। ସମୟରେ ବିମ।ନର ପଛ ଟ।ୟ।ର ଫ।ଟି ଯ।ଇଥିଲ।। ଯେଉଁଥିପ।ଇଁ ସେ ରନୱେର ଓଭରହେଡରେ ଉଡ଼ୁଥିବ। ଅନ୍ୟ ଏକ ବିମ।ନ ଅବତରଣ କରିବ।ରେ ଅସମର୍ଥ ଥିବ।ରୁ ପ।ର୍କିଂ ହୋଇଥିବ। […]
Read More...

Advertisement