Tiger Skin Seized
ଓଡ଼ିଶା  ଅପରାଧ 

ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ

ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ ଭୁବନେଶ୍ୱର: ଜୁଲାଇ ୨୧: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଚିନ୍ତାର ବିଷୟ ପାଲଟିଛି I ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି I ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଚଢାଉ କରି କାରବାର ଉପରେ କିଛି ମାତ୍ରାରେ ରୋକ ଲଗାଇପାରିଛି I ବୌଦ ଜିଲ୍ଲାରେ ଚଢ଼ାଉ କରି ଏସ୍‌ଟିଏଫ୍ ବାଘଛାଲ ଜବତ କରିବା ସହ ଜଣେ ଶିକାରୀଙ୍କୁ ଗିରଫ କରିଛି । […]
Read More...

Advertisement