ticket black
ଓଡ଼ିଶା  ଅପରାଧ 

ଓଏଲଏକ୍ସରେ ଟି୨୦ ଟିକେଟ୍‌ ଦାମ ୧୦ ହଜାର ଟଙ୍କା

ଓଏଲଏକ୍ସରେ ଟି୨୦ ଟିକେଟ୍‌ ଦାମ ୧୦ ହଜାର ଟଙ୍କା କଟକ: ଜୁନ ୧୧: ଓଏଲଏକ୍ସରେ ବିକ୍ରି ହେଉଛି ବାରବାଟୀ ଟିକେଟ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-ଟେ୍ୱଣ୍ଟି ଟMର ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢିଥିବା ବେଳେ, ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ୍‌ ବ୍ଲାକ୍‌ କରୁଥିବା ଦେଖିବାକୁ ମିଳିଛି ।ଓଏଲଏକ୍ସରେ ଟିକେଟ ଗୋଟାକୁ ୧୦ ହଜାର ୧ ଟଙ୍କା ରଖାଯାଇଛି । ଭୁବନେଶ୍ୱର ଓ କଟକରୁ ଟିକେଟ ବିକ୍ରି ପାଇଁ ଅପଲୋଡ ହୋଇଛି । ଏହାଛଡା ସୋସିଆଲ ମିଡିଆ ସହାୟତାରେ […]
Read More...

Advertisement