three-tier Panchayat elections in Odisha
ରାଜନୀତି  ଓଡ଼ିଶା 

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଧାର୍ଯ୍ୟ : ଆସନ୍ତା ମାସ ୧୬ରେ ନିର୍ବାଚନ

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଧାର୍ଯ୍ୟ : ଆସନ୍ତା ମାସ ୧୬ରେ ନିର୍ବାଚନ ଭୁବନେଶ୍ୱର: ଜାନୁଆରୀ ୧୧: କରୋନା ସମୟ ମଧ୍ୟରେ ଆଜି ରାଜ୍ୟ ନିର୍ବାଚନ କମିଶନର୍‌ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିର୍ବାଚନର ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ମାସ ଫ୍ରେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ ଭୋଟ୍‌ ହେବ । ଫ୍ରେବୃଆରୀ ୨୬, ୨୭ ଏବଂ ୨୮ରେ ଭୋଟ୍‌ ଗଣତି ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର […]
Read More...

Advertisement