three-tier evaluation
ଓଡ଼ିଶା 

ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ଭୁବନେଶ୍ୱର: ଏପ୍ରିଲ ଶେଷ ସପ୍ତାହରେ ଅର୍ଥାତ୍‌ ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ତେବେ ଏପ୍ରିଲ ୨୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । ମହାମାରୀର କରୋନା କମିବା ହେତୁ ଏଥର ଅଫଲାଇନ୍‌ ମୋଡରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ତିନୋଟି ପଦ୍ଧତିରେ ପରୀକ୍ଷାର ଫଳାଫଳ ର୍ନିଦ୍ଧାରଣ କରାଯିବ […]
Read More...

Advertisement