thousand deaths in a day
ଦେଶ- ବିଦେଶ 

ଦେଶରେ ୨୪ ଘଣ୍ଟାରେ ହଜାରେ ରୁ ଅଧିକ କରୋନା ଆକ୍ରାନ୍ତ ମୃତ

ଦେଶରେ ୨୪ ଘଣ୍ଟାରେ ହଜାରେ ରୁ ଅଧିକ କରୋନା ଆକ୍ରାନ୍ତ ମୃତ ଭୁବନେଶ୍ୱର: ଅଗଷ୍ଟ ୧୦ : ଦେଶରେ ୨୪ ଘଂଟାରେ ୬୨ ହଜାର ୬୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୪ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୧୦୦୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୪ ହଜାର ୩୮୬ ରେ ପହଞ୍ଚିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଅଧିକ […]
Read More...

Advertisement