Theresa May
ବିଶ୍ବ 

ବ୍ରଟେନ୍‌ର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ବ୍ରଟେନ୍‌ର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌ ଲଣ୍ଡନ: ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ଲିଜ୍‌ ଟ୍ରସ୍‌ ଆଜି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ ଗ୍ରହଣ କରିଛନ୍ତି । କଞ୍ଜରଭେଟିଭ୍‌ ଦଳର ନେତୃତ୍ୱ ଦୌଡ଼ରେ ବିଜୟୀ ହୋଇଥିବା ବେଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିଜ ପଦ ଗ୍ରହଣ କରିଛନ୍ତି । ତାଙ୍କ ପୂର୍ବରୁ ୨ ମହିଳା ମାର୍ଗାରେଟ୍‌ ଥାଟ୍‌ଚର୍‌ ଓ ଥେରେସା ମେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହୋଇଥିଲେ । ଟ୍ରସ୍‌ ଶପଥପାଠ ଗ୍ରହଣ ପରେ ତାଙ୍କ […]
Read More...

Advertisement