The robber killed the owner and robbed the house
ଓଡ଼ିଶା  ଅପରାଧ 

ମାଲିକଙ୍କୁ ହତ୍ୟା କରି ଘରେ କଳାକନା ବୁଲାଇଲେ ଡକାୟତ

ମାଲିକଙ୍କୁ ହତ୍ୟା କରି ଘରେ କଳାକନା ବୁଲାଇଲେ ଡକାୟତ ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ସଶସ୍ତ୍ର ଡକାୟତି I ଡ଼କାୟତଙ୍କ ଆକ୍ରମଣରେ ଗୃହସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ,ତାଙ୍କ ପତ୍ନୀ ଗୁରୁତ୍ତର ହୋଇ କଟକ ବଡ଼ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି I ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଅବସରପ୍ରାପ୍ତ ସ୍କୁଲ କ୍ଲର୍କ ହୃଷିକେଶ ମୁଦୁଲିଙ୍କ ଘରେ ହୋଇଥିଲା ଡକାୟତି I ପ୍ରଥମେ ରାତିରେ କିଛି ଲୋକ ତାଙ୍କ ଦୁଆର ମୁହଁରେ ଆସି ନାଁ ଧରି ଡାକିଥିଲେ I ସେ ଉଠି କବାଟ […]
Read More...

Advertisement