The Political Life of Mulayam Singh Jadav
ରାଜନୀତି  ଦେଶ- ବିଦେଶ 

ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ

ମୁଲାୟମ ସିଂ ଯାଦବଙ୍କ  ରାଜନୈତିକ ଜୀବନ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟଂସିଙ୍ଗ ଯାଦବ ୨୨ ନଭେମ୍ବର ୧୯୩୯ ରେ ଜନ୍ମଗ୍ରହଣ କରିଥିଲେ। ସେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ନେଇଥିଲେ I ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ ଥିଲେ I ପାଞ୍ଚ ଭାଇଙ୍କ ମଧ୍ୟରେ ମୁଲାୟମ ତୃତୀୟ ସ୍ଥାନରେ ରହିଥିଲେ। ମୁଲାୟମ ସିଂ କୁସ୍ତି ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ I ପ୍ରଥମେ ସେ ଶିକ୍ଷକ ଥିଲେ। ଏହା ସହିତ କିଛି ସମୟ […]
Read More...

Advertisement