The Guinness World Record
ଫିଟନେସ୍ 

ଦୁଇ ଚକରେ ଅଟୋ ଚାଳନା

ଦୁଇ ଚକରେ ଅଟୋ ଚାଳନା ଭାରତରେ ସିନେମା ଷ୍ଟାରଙ୍କର ବହୁତ ଫ୍ୟାନ ଆପଣ ପାଇବେ । ସେଥିରୁ ଏଭଳି କେତେକ ଫ୍ୟାନ୍‌ ଥାଆନ୍ତି ଯେଉଁମାନେ ଏହି ଷ୍ଟାରଙ୍କୁ ନିଜ ଜୀବନରେ ସବୁ କାର୍ଯ୍ୟପାଇଁ ପ୍ରେରଣା ବୋଲି ଧରିଥାଆନ୍ତି । ଷ୍ଟାରଙ୍କର କାର୍ଯ୍ୟକଳାପ ଏହି ଫ୍ୟାନଙ୍କର ଜୀବନଶୈଳୀ ଉପରେ ବେଶ୍‌ ପ୍ରଭାବ ପକାଇଥାଏ । ତେବେ ଆଜିକାଲି ଜଣେ ଅଟୋ ଚାଳକଙ୍କୁ ସାଉଥ୍‌ ସୁପର ଷ୍ଟାର ରଜନୀକାନ୍ତଙ୍କର ବଡ ଫ୍ୟାନ୍‌ ବୋଲି ଆଖ୍ୟା ମିଳିଛି । ଏହି ଅଟୋଚାଳକ ତିନୋଟି ଚକା ବଦଳରେ ଦୁଇଟି […]
Read More...

Advertisement