the Dutch MP
ବିଶ୍ବ  ଦେଶ- ବିଦେଶ 

ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ କଲେ ଡଚ୍‌ ସାଂସଦ

ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ କଲେ ଡଚ୍‌ ସାଂସଦ ଦିଲ୍ଲୀ: ଜୁନ୍‌ ୦୮: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଏବେ ବିଦେଶରେ ଚର୍ଚ୍ଚା ହୋଇଛି । ତାଙ୍କ ମନ୍ତବ୍ୟକୁ କେତେକ ସମର୍ଥନ କରୁଥିଲା ବେଳେ କେତେକ ବିରୋଧ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଡଚ୍‌ର ଜଣେ ସାଂସଦ ନୂପୁରଙ୍କୁ ସମର୍ଥନ କରିବା ସହିତ ସମସ୍ତ ଭାରତୀୟ ତାଙ୍କ ମନ୍ତବ୍ୟକୁ ସମର୍ଥନ କରନ୍ତୁ ବୋଲି ସେ କହିଛନ୍ତି । ନେଦର୍ଲାଣ୍ଡର କଠୋର ଦକ୍ଷିଣପନ୍ଥୀ ନେତା ଗିର୍ଟ […]
Read More...

Advertisement