The Central University of Kerala
ସାହିତ୍ୟ 

ଆସନ୍ତା ବର୍ଷ ହେବ ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ

ଆସନ୍ତା ବର୍ଷ ହେବ ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ଭବାନୀପାଟଣା: ଆଗାମୀ ଜାନୁଆରୀ ମାସରେ କେରଳରେ ପନୋରମା ଆନ୍ତର୍ଜାତୟ ସାହିତ୍ୟ ଉତ୍ସବ- ୨୦୨୩ ଅନୁଷ୍ଠିତ ହେବା ସ୍ଥିର ହୋଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା-ସମଗ୍ର ବିଶ୍ୱରେ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା କରିବା । ବିଶ୍ୱରେ ଏକ ଦୀର୍ଘତମ ଉତ୍ସବ ଭାବରେ ପରିଗଣିତ ଏହି ଉତ୍ସବ ଆସନ୍ତା ୨୯ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ କେରଳର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବ ବୋଲି ଭବାନୀପାଟଣାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟିର ସଭାପତି ତଥା କବି ଭବାନୀ […]
Read More...

Advertisement