The car hit the divider and broke the airport wall: 4 passengers were injured
ଓଡ଼ିଶା 

ଡିଭାଇଡ଼ରେ ପିଟି ହୋଇ ଏୟାରପୋର୍ଟ ପାଚେରୀ ଭାଙ୍ଗିଲା କାର : ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଡିଭାଇଡ଼ରେ ପିଟି ହୋଇ ଏୟାରପୋର୍ଟ ପାଚେରୀ ଭାଙ୍ଗିଲା କାର : ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଏୟାରପୋର୍ଟ ରାସ୍ତାରେ ଏକ କାର ଦୁର୍ଘଟଣା ଘଟିଛି I କାରଟି ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇ ୩୦ ଫୁଟ ଉପରକୁ ଉଠି ଯାଇଥିଲା I ତା’ପରେ ଗୋଟିଏ ଗଛ ଦେହରେ ପିଟି ହୋଇ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପସିଯାଇଥିବାର ଦେଖାଯାଇଥିଲା । ମାତ୍ର ସୌଭାଗ୍ୟବଶତଃ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ […]
Read More...

Advertisement