test Of southern India
ଜୀବନଚର୍ଯ୍ୟା 

କଦଳୀ ଇଡିଲ୍‌ ସହ ନଡିଆଗୁଡ ସସ୍‌

କଦଳୀ ଇଡିଲ୍‌ ସହ ନଡିଆଗୁଡ ସସ୍‌ ସାମଗ୍ରୀ – ଗୋଟିଏ କପ ଇଡିଲ୍‌ ଆଣ, ୪ଚାମଚ ଗୁଣ୍ଡ ଗୁଡ, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଗୁଜୁରାତି ଗୁଣ୍ଡ, ୧ଟା ପାଚିଲା କଦଳୀ କଟା, ଗୋଟିଏ କପ ନଡିଆ ରସ,୨ଚାମଚ ଗୁଡ ଗୁଣ୍ଡ । ପ୍ରଣାଳୀ – ପ୍ରଥମେ ଇଡିଲି ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଯଥା କଦଳୀ, ଆଣ, ଗୁଣ୍ଡଗୁଡ, ଲୁଣ, ଗୁଜୁରାତି ଗୁଣ୍ଡକୁ ମିଶାଇ ନିଅନ୍ତୁ । ଏହାପରେ ଇଡି୍‌ଲ ଛାଞ୍ଚରେ ତେଲ ଲଗାନ୍ତୁ ଏଥିରେ ପ୍ରସ୍ତୁତ ହୋଇଥିବା ଆଣକୁ ଦେଇ ଇଡିଲ୍‌ […]
Read More...

Advertisement