Terrorists Killed Near Srinagar
ଦେଶ- ବିଦେଶ 

ଆତଙ୍କବାଦୀ ନିରୋଧୀ ଅଭିଯାନ: ଶ୍ରୀନଗର ଉପକଣ୍ଠରେ ୩ ଆତଙ୍କବାଦୀ ମୃତ

ଆତଙ୍କବାଦୀ ନିରୋଧୀ ଅଭିଯାନ: ଶ୍ରୀନଗର ଉପକଣ୍ଠରେ ୩ ଆତଙ୍କବାଦୀ ମୃତ ଶ୍ରୀନଗର: ଡିସେମ୍ବର ୩୧: ଆତଙ୍କବାଦୀଙ୍କୁ ଜାମ୍ମୁ ଓ କଶ୍ମୀରରୁ ନିପାତ କରିବା ପାଇଁ ସେନା ସୁରକ୍ଷା ବଳୟଙ୍କ ଦ୍ୱାରା ଆତଙ୍କବାଦୀ ନିରୋଧୀ ଅଭିଯାନ ଚାଲିଛି । ଏହି ଅଭିଯାନ ଅନ୍ତର୍ଗତେ ଗତକାଲି ୮ ଜଣ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଥିଲା ବେଳେ ଆଜି ପୁଣି ୩ ଜଣଙ୍କର ମୃତୁ୍ୟ ହୋଇଛି । ଶ୍ରୀନଗର ଉପକଣ୍ଠରେ ନିରାପତ୍ତାବଳଙ୍କ ସହ ଗୁଳିବିନିମୟ କରି ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କଶ୍ମୀର ପୋଲିସ ସୂଚନା ଦେଇଛି । One of […]
Read More...

Advertisement