terrorist rape a lady many times and makde her eat human beast
ବିଶ୍ବ 

ଛାତି ଥରା ସତ ବଖାଣିଲେ ଜାତିସଂଘ ମହିଳା ନେତ୍ରୀ

ଛାତି ଥରା ସତ ବଖାଣିଲେ ଜାତିସଂଘ ମହିଳା ନେତ୍ରୀ ଜାତିସଂଘ: ଆତଙ୍କବାଦୀମାନେ କଙ୍ଗୋର ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ମଣିଷ ମାସଂ ରାନ୍ଧି ଖାଇବାକୁ ବାଧ୍ୟ କରିଥିଲେ ବୋଲି ମହିଳା ଅଧିକାର ସଙ୍ଗଠନ ଜାତସଂଘ ନିରାପତ୍ତା ପରିଷଦକୁ ଆସିଛି ଅଭିଯୋଗ । ଭାଷଣ ଦେଲାବେଳେ ମହିଳା ଅଧିକାର ସଙ୍ଗଠନ (ଏସ୍‌ଓଏଫ୍‌ଇପିଏଡିଆଇ) ଅଧ୍ୟକ୍ଷା ଜୁଲିଏନି ଲ୍ୟୁସେଞ୍ଜି ଉପରୋକ୍ତ ମହିଳାଙ୍କ ଦୁର୍ଦ୍ଦଶା କଥା ବଖାଣିଥିଲେ । ଲ୍ୟୁସେଞ୍ଜି କହିଛନ୍ତି, ଅପହୃତ ହୋଇଥିବା ପରିବାରର ଆଉ ଜଣେ ସଦସ୍ୟଙ୍କୁ ମୁକୁଳାଇବା ପାଇଁ […]
Read More...

Advertisement