Temperature in Odisha
ଓଡ଼ିଶା  ପାଣିପାଗ 

୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଶୀତ ବଢ଼ିବ

୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଶୀତ ବଢ଼ିବ ଭୁବନେଶ୍ୱର: ଡିସେମ୍ବର ୧୫: ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବ ବୋଲି ଆଜି ଓଡ଼ିଶା ପାଣିପାଗ କେନ୍ଦ୍ର ଟୁଇଟର ମାଧ୍ୟମରେ ସୂଚନା ଦେଇଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବଢିବ ଶୀତ:✔️ଉତ୍ତର ପଶ୍ଚିମ ତଥା ଉତ୍ତର […]
Read More...
ଓଡ଼ିଶା 

ଆହୁରି ୨୪ ଘଣ୍ଟା ଅସହ୍ୟ ତାତି; ଆଜି ଟିଟିଲାଗଡ଼ରେ ସର୍ବାଧିକ ୪୨ଂ

ଆହୁରି ୨୪ ଘଣ୍ଟା ଅସହ୍ୟ ତାତି; ଆଜି ଟିଟିଲାଗଡ଼ରେ ସର୍ବାଧିକ ୪୨ଂ By Papu Mohanty ଭୁବନେଶ୍ୱର(ସବୁ୍ୟ): May 16:ରାଜ୍ୟରେ ଏବେ ଅସହ୍ୟ ତାତି । ନା ଘରେ କି ବାହାରେ କେଉଁଠି ବି ରହି ହେଉନି । ଝାଞ୍ଜି ମାଡ଼ରେ ମୁହଁ ସିଝି ଯାଉଛି । ଆଜି ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରୀ ଛୁଇଁଛି । ଏଭଳି ତାତି ଅହୁରି ୨୪ ଘଣ୍ଟା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କହିଛନ୍ତି । ପାଣିପାଗ ବିଭାଗ ଆକଳନ କହୁଛି, ସମ୍ଭାବ୍ୟ ବାତ୍ୟା ଯୋଗୁ କାଳବୈଶାଖୀ ବର୍ଷା କାଁଭାଁ […]
Read More...

Advertisement