Telangana headline
ଦେଶ- ବିଦେଶ 

ଭାରତରେ ଆଉ ୩ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ: ଚିହ୍ନଟଙ୍କ ମଧ୍ୟରୁ ୭ ବର୍ଷର ପିଲା ରହିଛି

ଭାରତରେ ଆଉ ୩ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ: ଚିହ୍ନଟଙ୍କ ମଧ୍ୟରୁ ୭ ବର୍ଷର ପିଲା ରହିଛି ଦିଲ୍ଲୀ: ଡିସେମ୍ବର ୧୫: ଭାରତରେ ଧୀରେ ଧୀରେ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି । ପୁଣି ଭାରତରେ ଆଉ ୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତ ହେଉଛନ୍ତି ତେଲଙ୍ଗନା ରାଜ୍ୟର ବୋଲି ସୂଚନା ମିଳିଛି । ବିଶେଷ ଖବର ହେଉଛି, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୭ ବର୍ଷ ବୟସର ପିଲା ରହିଛି । ତେବେ ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଏବେ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୬୪ କୁ ବୃଦ୍ଧି […]
Read More...
ଦେଶ- ବିଦେଶ 

ଗୋଟିଏ ମେଡିକାଲ୍‌ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ଗୋଟିଏ ମେଡିକାଲ୍‌ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହାଇଦ୍ରାବାଦ: ଡିସେମ୍ବର ୦୬: ତେଲେଙ୍ଗାନା କରିମନଗର ଜିଲ୍ଲାରେ ଥିବା ଏକ ମେଡିକାଲ୍‌ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରିମନଗର ଜିଲ୍ଲା ସ୍ଥିତ ବୋମ୍ମାକାଲର ‘ଚାଲ୍‌ମେଡା ଆନନ୍ଦ ରାଓ ଇନ୍‌ଷଫିଚୁ୍ୟଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ’ର ୪୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ କରୋନା ଚିହ୍ନଟ ହେବା ପରେ କଲେଜ ବନ୍ଦ ନେଇ ଘୋଷଣା ହୋଇଛି । ଏହାସହିତ କଲେଜର ସମସ୍ତ […]
Read More...

Advertisement