Telangana chief minister
ରାଜନୀତି 

ଜାତୀୟ ରାଜନୀତିରେ କେସିଆର

ଜାତୀୟ ରାଜନୀତିରେ କେସିଆର ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି । ତାଙ୍କର ନେତୃତାଧୀନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ)ର ନାମ ପରିବର୍ତ୍ତନ କରାଯାଇଛି । ଟିଆରଏସକୁ ଏବେ ବିଆରଏସ ବା ଭାରତୀୟ ରାଷ୍ଟ୍ରୀୟ ସମିତିଭାବେ ଘୋଷଣା କରାଯାଇଛି । କେସିଆର ଜଣେ ଦୂରଦୃଷ୍ଟି ସମ୍ପନ୍ନ ତଥା ଗତିଶୀଳ ନେତା ଭାବରେ ବର୍ଣ୍ଣନା କରି ବିଭିନ୍ନ ବିଭାଗର ବ୍ୟକ୍ତି, ପଣ୍ଡିତ, କର୍ମଚାରୀ, ଯୁବକ ଏବଂ ଅନ୍ୟମାନେ ଟିଆରଏସ ମୁଖ୍ୟଙ୍କ ଜାତୀୟ ରାଜନୀତିରେ ପ୍ରବେଶକୁ ସ୍ୱାଗତ […]
Read More...

Advertisement