technicians vacant
ଜିଲ୍ଲା 

ଭିମସାରରେ ନମୁନା ପରୀକ୍ଷା ପାଇଁ ରୋଗୀ ହଟହଟା, ଖାଲି ପଡ଼ିଛି ୨୭ ଟେକ୍‌ନିସିଆନ ପଦ

ଭିମସାରରେ ନମୁନା ପରୀକ୍ଷା ପାଇଁ ରୋଗୀ ହଟହଟା, ଖାଲି ପଡ଼ିଛି ୨୭ ଟେକ୍‌ନିସିଆନ ପଦ ସମ୍ବଲପୁର : ଭିମସାରକୁ ଆସୁଥିବା ରୋଗୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ର(ଆର୍‌ଡିସି) ରହିଛି । ରୋଗୀମାନେ ନଖାଇପିଇ ରକ୍ତ ନମୁନା ପରୀକ୍ଷା କେନ୍ଦ୍ରକୁ ସକାଳୁ ଆସିଲେ ବି ସକାଳ ୯ଟା ଆଗରୁ ତାହା ଖୋଲିବାର ନଜିର ନାହିଁ । ଏହା ଦ୍ୱାରା ବାଧ୍ୟ ହୋଇ ବହୁ ରୋଗୀ ଘରୋଇ ପରୀକ୍ଷା କେନ୍ଦ୍ରକୁ ଚାଲି ଯାଇଥାନ୍ତି । ୯ଟା ପୂର୍ବରୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ ବଢ଼ି ଲମ୍ବି ଯାଇଥାଏ । […]
Read More...

Advertisement