tattoo
Feature 

ପିଠିରେ ୨୨୫ ଦସ୍ତଖତ ଟାଟୁ

ପିଠିରେ ୨୨୫ ଦସ୍ତଖତ ଟାଟୁ ଆମେରିକା: ସେପ୍‌ଟେମ୍ବର ୧୫: ଦୁନିଆରେ ଏପରି ଲୋକ ଅଛନ୍ତି, ଯେଉଁମାନଙ୍କୁ ଟାଟୁ କରିବାକୁ ଭଲ ପାଇଥାନ୍ତି । ହେଲେ ଏମାନଙ୍କୁ ମଧ୍ୟରୁ କେତେଜଣ ନିଜର ଅଜବ ସଉକ କାରଣରୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇପାରନ୍ତି । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯିଏ ନିଜ ଶରୀରରେ ଟାଟୁ କରି ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଆଜିକାଲିର ଯୁବପିଢି ଶରୀରରେ ଅଜବ ଧରଣର ଟାଟୁ କରିବାକୁ ପସନ୍ଦ କରିଥାନ୍ତି । ସେହିପରି ଫ୍ଲୋରିଡାର […]
Read More...

Advertisement