Tata Group
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଏୟାର ଇଣ୍ଡିଆ ସହ ମିଶିବ ୩ଟି ଏୟାରଲାଇନ୍ସ
Published On
By Samaya Live
ମୁମ୍ବାଇ : ସରକାରଙ୍କ ଅଧିନରେ ଥିବା ବିମାନସେବା କମ୍ପାନି ଏୟାର ଇଣ୍ଡିଆର ଅଧିଗ୍ରହଣ କରିବା ପରେ ଏବେ ଏହାର ପୁନର୍ଗଠନ ଓ ସଂପ୍ରସାରଣ ଯୋଜନା ଉପରେ କାମ କରିବା ଆରମ୍ଭ କରିଛି ଟାଟା ଗ୍ରୁପ । ଏହି ଯୋଜନା ଅନୁସାରେ ଟାଟା ଗ୍ରୁପ ଅଧିନରେ ଥିବା ସମସ୍ତ ବିମାନ ସେବା କମ୍ପାନି- ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ବିସ୍ତାରା ଓ ଏୟାରଏସିଆ ଇଣ୍ଡିଆର ମିଶ୍ରଣ କରାଯିବ । ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନରେ ଏହି ମିଶ୍ରଣ […]
ଏୟାର ଇଣ୍ଡିଆର ନୂଆ ସିଇଓ ଇଲକେର ଆଇସି
Published On
By Samaya Live
ନୂଆଦିଲ୍ଲୀ: ଫେବୃଆରୀ ୧୫: ଏୟାର ଇଣ୍ଡିଆର ନୂଆ ସିଇଓ ହେଲେ ଇଲକେର ଆଇସି । ସେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଟାଟା ସନ୍ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଇଲକେର ପୂର୍ବରୁ ତୁର୍କୀସ ଏୟାରଲାଇନ୍ସର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ସେ ଆସନ୍ତା ଏପ୍ରିଲ ୧ରେ ଦାୟିତ୍ୱ ଗ୍ରହଣ କରିବେ । ୧୯୯୪ ମସିହାରେ ସେ ବୁଲକେଣ୍ଟ ୟୁନିଭର୍ସିଟିରୁ ପାଶ […]
ଆଇପିଏଲ୍ ଟାଇଟଲ୍ ପ୍ରଯୋଜକ ହେବ ଟାଟା ଗ୍ରୁପ୍
Published On
By Samaya Live
ନୂଆଦିଲ୍ଲୀ: ଜାନୁଆରୀ ୧୧: ଆଇପିଏଲ୍ ଟ।ଇଟଲ୍ ପ୍ରଯୋଜକ ଭ।ବରେ ଆସୁଛି ଟ।ଟ। ଗ୍ରୁପ୍ । ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପିଟିଆଇ ପକ୍ଷରୁ ଏ ନେଇ ସୂଚନା ଦେଇଛନ୍ତି । ଭ।ରତର ଅନ୍ୟତମ ବୃହତ୍ତମ ବ୍ୟବସ।ୟ ସମ୍ମିଳନୀ ଟ।ଟ। ଗ୍ରୁପ୍ ଚ।ଇନ।ର ମୋବ।ଇଲ୍ ନିର୍ମ।ତ। ଭିଭୋକୁ ଚଳିତବର୍ଷ ଠ।ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟ।ଇଟଲ୍ ପ୍ରଯୋଜକ ଭ।ବରେ ବଦଳ।ଇବ ବୋଲି ଇଭେଣ୍ଟର ପରିଚ।ଳନ। ପରିଷଦ ଏକ ବୈଠକରେ ନିଷ୍ପତ୍ତି ନେଇଛି। ୨୦୧୮-୨୦୨୨ ରୁ ଟ।ଇଟଲ୍ ପ୍ର।ୟୋଜକ ଅଧିକ।ର […]

