tarava police
ଜିଲ୍ଲା 

ପୋଲିସ ଉପରୁ ତୁଟୁଛି ଆସ୍ଥା ,ବୃଦ୍ଧି ପାଇବାରେ ଲାଗିଛି ଚୋରି ହତ୍ୟା ଅସାମାଜିକ କାର୍ଯ୍ୟଳାପ

ପୋଲିସ ଉପରୁ ତୁଟୁଛି ଆସ୍ଥା ,ବୃଦ୍ଧି ପାଇବାରେ ଲାଗିଛି ଚୋରି ହତ୍ୟା ଅସାମାଜିକ କାର୍ଯ୍ୟଳାପ ତରଭା : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ହତ୍ୟା ଡକାୟତି ଗୋରୁଚାଲାନ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ ବଢ଼ିଚାଳିଛି । ପ୍ରତ୍ୟେକ ଦିନ ଛୋଟ ବଡ଼ ଚୋରି ଓ ଅସାମଜିକ କାର୍ଯ୍ୟକଳାପ ଘଟଣାମାନ ଘଟୁଥିବା ଖବର ମିଳୁଛି । ସେହିପରି ଗତ ଗୁରୁବାର ରାତି ତରଭା ସହରରେ ଥିବା ବିଦେଶୀ ମଦ ଦୋକାନରୁ ସଟର ଫାଡି ସାତ ଲକ୍ଷ ଟଙ୍କାର ମଦ ଚୋରି ହୋଇଥିବା ଜଣାଯାଇଛି । ବିଳମ୍ବିତ ରାତ୍ରିରେ […]
Read More...

Advertisement