tanuj virwani story
ମନୋରଞ୍ଜନ 

ତନ୍ଦୁର େୱବସିରିଜ ପରେ ନିଜକୁ ବଦଳାଇ ଥିଲେ

ତନ୍ଦୁର େୱବସିରିଜ ପରେ ନିଜକୁ ବଦଳାଇ ଥିଲେ ଦିଲ୍ଲୀ: ଜୁଲାଇ ୨୨: ୱାନ୍‌ ନାଇଟ୍‌ ଷ୍ଟାଣ୍ଡ ଫିଲ୍ମରେ ନିଜ ଅଭିନୟର ନିପୂଣତା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିବା ଅଭିନେତା ତନୁଜ ଭିର୍‌ୱାନୀ ନିଜ ଆଗାମୀ େୱବସିରିଜ ବିଷୟରେ ନିଆରା ଖବର ଦେଇଛନ୍ତି । ସେ କହିଛନ୍ତି, େୱବସିରିଜରେ ତାଙ୍କ ଚରିତ୍ର ଆତ୍ମଗର୍ବୀ ବ୍ୟକ୍ତିର ରହିଥିଲା । ଯିଏ ନିଜ ଆଖପାଖ ଲୋକଙ୍କ ଉପରେ ମାଲିକାନା ଜାହିର କରିବା ସହିତ ସେମାନଙ୍କୁ ନିମ୍ନ ନଜରରେ ଦେଖୁଥିଲା । ଅଭିନେତା ଏହି ଚରିତ୍ରକୁ ଆପଣେଇବା ପାଇଁ ବହୁତ ଅଭ୍ୟାସ […]
Read More...

Advertisement