tangi news
ଜିଲ୍ଲା 

ଚାନ୍ଦପୁର ଥାନାର ନବ ନିର୍ମିତ ଗୃହ ନିର୍ମାଣ କଲେ ପୋଲିସ ମହାନିର୍ଦ୍ଦେଶକ

ଚାନ୍ଦପୁର ଥାନାର ନବ ନିର୍ମିତ ଗୃହ ନିର୍ମାଣ କଲେ ପୋଲିସ ମହାନିର୍ଦ୍ଦେଶକ ଟାଙ୍ଗୀ: ଅଗଷ୍ଟ ୩୧: ଚାନ୍ଦିପୁର ଥାନାର ଅତ୍ୟାଧୁନିକ ଗୃହ ଉଦଘାଟିତ ହୋଇଛି । ନବ ନିର୍ମିତ ଗୃହକୁ ରାଜ୍ୟ ପୋଲିସ ମହନିର୍ଦ୍ଦେଶକ ଅଭୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ଓଡିଶା ରାଜ୍ୟ ପୋଲିସ ହାଉସିଂ ଓ େୱଲଫେୟାର କୋଅପରେଟିଭ ଲିଃ ଦ୍ୱାରା ଏହି ଗୃହ ନିର୍ମିତ ହୋଇଛି । ନବ ର୍ନିମିତ ଗୃହରେ ମହିଳା ,ଶିଶୁ ଓ ଅଭିଯୋଗକାରୀଙ୍କ ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ହୋଇଛି । ଉକ୍ତ […]
Read More...

Advertisement