Tamil and Telugu
ମନୋରଞ୍ଜନ 

ଫୁଲ ଦମରେ ଆସୁଛି ଟାଇଗର-୩

ଫୁଲ ଦମରେ ଆସୁଛି ଟାଇଗର-୩ ମୁମ୍ୱାଇ: ମାର୍ଚ୍ଚ ୦୫: ପୁଣି ବଡ ପରଦାରେ ଜଲବା ଦେଖାଇବେ ସଲମାନ ଓ କ୍ୟାଟ୍। ଦମଦାର ଆକ୍ସନ ଓ ଭରପୁର ରୋମାନ୍ସ ସହ ସାମ୍ନାକୁ ଆସୁଛି ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩ ।ଫିଲ୍ମରେ ଲିଡରେ ଅଛନ୍ତି ସଲମାଲ ଖାନ, କ୍ୟାଟ୍ରିନା କୈଫ । ତେବେ ଚଳିତ ଥର ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି କିସିଂ ବୟ ଇମ୍ରାନ ହାସମୀ । ବହୁଦିନ ପରେ ଇମ୍ରାନଙ୍କୁ […]
Read More...

Advertisement