tamatp price hike
ଓଡ଼ିଶା 

ଲେମ୍ବୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ

ଲେମ୍ବୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ କଟକ: ମଇ ୦୪: ଖାଉଟିଙ୍କ ପାଇଁ ଚିନ୍ତା ସାଜିଛି ମହଙ୍ଗା ମାଜ । ଲେମ୍ୱୁ ପରେ ଏବେ ହଠାତ ଆକାଶ ଛୁଆଁ ହୋଇଛି ଟମାଟୋ ଦର । ଗତ ତିନି ଚାରି ଦିନ ତଳେ ଟମାଟୋ କିଲୋ ପିଛା ୨୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଦର ଆସି ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ।ତେବେ ସପ୍ତାହକ ମଧ୍ୟରେ ଟମାଟୋ ମୂଲ୍ୟ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଲୋକେ ଅଯଥା […]
Read More...

Advertisement