Taliban news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ତାଲିବାନର ନୂଆ ନିୟମ: କେଶ କାଟିବା ଓ ଦାଢ଼ି ଖିଅର ହେବା ଉପରେ ବ୍ୟାନ
Published On
By Samaya Live
କାବୁଲ : ସେପ୍ଟେମ୍ବର ୨୭: ତାଲିବାନ ଧୀରେ ଧୀରେ ସରିୟା ନିମୟ ଆଫଗାନିସ୍ଥାନବାସୀଙ୍କ ଉପରେ ଚଲାଉଥିବା ଦେଖାଯାଉଛି । ନିକଟରେ ତାଲିବାନ ଆଫଗାନର ନାପିତଙ୍କୁ ଏକ ଫରମାନ୍ ଶୁଣାଇଛି । ଫରମାନ୍ ଅନୁସାରେ, ଆଫଗାନର କୌଣସି ପୁରୁଷ ନିଜ କେଶ କାଟିପାରିବେ ନାହିଁ କି ଦାଢ଼ି ଖିଅର ହୋଇପାରିବେ ନାହିଁ । ଯଦି ଏହି ଆଦେଶକୁ କିଏ ଅମାନ୍ୟ କରେ, ତେବେ ତାକୁ ଦଣ୍ଡ ଦିଆଯିବ । ଏନେଇ ହେଲମନ୍ଦ ଅଞ୍ଚଳ ଏବଂ କାବୁଲରେ ଏକ ନାପିତ […]
ଆଫଗାନିସ୍ଥାନରେ ପାକ୍ ବିରୋଧୀ ରାଲି : ଗୁଳିଚାଳନା କଲା ତାଲିବାନ
Published On
By Samaya Live
କାବୁଲ: ସେପ୍ଟେମ୍ବର ୭: ତାଲିବାନ ପୁଣି ଥରେ ଆଫଗାନିସ୍ଥାନ ନାଗରିକଙ୍କ ଉପରେ କùରତା ପ୍ରଦର୍ଶନ କରିଛି । ପଞ୍ଜଶିରରେ ପାକିସ୍ତାନ ଡ୍ରୋନ୍ ଓ ବୋମା ମାଡ଼ କରିଥିବା ଘଟଣାକୁ ନେଇ ବିରେଧ କରୁଥିବା ଆଫଗାନ ନାଗରିକଙ୍କ ଉପରେ ତାଲିବାନ ଗୁଳିଚାଳନା କରିଛି । ସୂଚନା ଅନୁସାରେ, ଆଜି ଆଫଗାନିସ୍ଥାନର ଅଲଗା ଅଲଗା ସ୍ଥାନରେ ପାକ୍ ବିରୋଧୀ ରାଲି ହୋଇଛି । କାବୁଲ ରାଷ୍ଟ୍ରପତି ପ୍ୟାଲେସ୍ ପାଖରେ ଚାଲୁଥିବା ବଡ଼ ଧରଣର ରାଲି ଉପରକୁ ତଲିବାନ ଯୋଦ୍ଧାମାନେ ଗୁଳିଚାଳନା […]
ଆଫଗାନିସ୍ଥାନରେ ଆରମ୍ଭ ହେଲା ଶିକ୍ଷା ବ୍ୟବସ୍ଥା :ସାମ୍ନାକୁ ଆସିଲା ଏମିତି ଦୃଶ୍ୟ
Published On
By Samaya Live
କାବୁଲ: ସେପ୍ଟେମ୍ବର ୬: ତାଲିବାନର ଆଫଗାନିସ୍ଥାନ କବଜା ପରେ ଏବେ ତାଲିବାନ ଶିକ୍ଷାମନ୍ତ୍ରାଳାୟ ପକ୍ଷରୁ ଏକ ସୂଚନା ଜାରି କରାଯାଛି । ସୂଚନା ଅନୁସାରେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀଙ୍କ ପାଇଁ ଅଲଗା ଶିକ୍ଷାଗୃହ ଏବଂ ଛାତ୍ରଙ୍କ ପାଇଁ ଅଲଗା ଶିକ୍ଷାଗୃହର ବ୍ୟବସ୍ଥା କରାଯିବ । ଯଦି ଶ୍ରେଣୀ ଗୃହର ଅଭାବ ଦେଖାଯାଏ, ତେବେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପରଦା ବ୍ୟବହାର କରାଯିବ । ତାଲିବାନ ଶିକ୍ଷାମନ୍ତ୍ରାଳାୟର ଏହି ସୂଚନା ପରେ ନିୟମ ଅନୁସାରେ ଆଫଗାନିସ୍ଥାନର […]
କାଶ୍ମୀର ମୁସଲମାନଙ୍କ ଲାଗି ସ୍୍ୱର ଉଠାଇବ ତାଲିବାନ
Published On
By Samaya Live
ନୂଆଦିଲ୍ଲୀ: ସେପ୍ଟେମ୍ବର ୩: ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ କାଶ୍ମୀରକୁ ନେଇ ବଡ଼ ଚେତାବନୀ ଦେଇଛି । ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, କାଶ୍ମୀରର ମୁସଲମାନଙ୍କ ଲାଗି ସ୍୍ୱର ଉଠାଇବା ଆମ ଅଧିକାର ରହିଛି । ତାଲିବାନକୁ ବ୍ୟବହାର କରି କାଶ୍ମୀରରେ ମୁସଲମାନଙ୍କୁ ଉସୁକାଇବାକୁ ତାଲିବାନ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ୁଛି । ସୁହୈଲ କହିଛନ୍ତି, ମୁସଲମାନ ଭାବେ ଭାରତର କାଶ୍ମୀର ହେଉ ଅବା କୌଣସି ଦେଶରେ ମୁସଲମାନଙ୍କ ଲାଗି ସ୍୍ୱର ଉଠାଇବା ତାଲିବାନର ଅଧିକାର […]
ମୁଲ୍ଲା ବରାଦର ତାଲିବାନ ସରକାରର ନେତୃତ୍ୱ ନେବେ
Published On
By Samaya Live
କାବୁଲ: ସେପ୍ଟେମ୍ବର ୩: ତାଲିବାନ ଆତଙ୍କି ଗୋଷ୍ଠୀର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ମୁଲ୍ଲା ବରାଦର ଆଫଗାନିସ୍ତାନରେ ନୂଆ ସରକାରର ନେତୃତ୍ୱ ନେବେ । ତାଲିବାନର ବିଭିନ୍ନ ଗୋଷ୍ଠୀ ସୂତ୍ରରୁ ଏହି ସୂଚନା ମିଳିଛି । ତାଲିବାନର ପ୍ରତିଷ୍ଠାତା ସ୍୍ୱର୍ଗତ ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଆବାସ ସ୍ତାନେକଜାଇ ସରକାରରେ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ତାଲିବାନର ଅନ୍ୟତମ ସହ ପ୍ରତିଷ୍ଠାତା […]

