Tajikistan
ଦେଶ- ବିଦେଶ 

ଭାରତକୁ ଆଫଗାନରୁ ଆସିଲା ଗୁରୁଗ୍ରନ୍ଥ

ଭାରତକୁ ଆଫଗାନରୁ ଆସିଲା ଗୁରୁଗ୍ରନ୍ଥ ଦିଲ୍ଲୀ: ଅଗଷ୍ଟ ୨୪: ତାଲିବାନଙ୍କ କାବୁଲ୍‌ କବ୍‌ଜା ପରେ ଏବେ କିଛି ଆଫଗାନବାସୀ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ସେହିପରି ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଭାରତୀୟ ଏୟାର୍‌ପୋର୍ସ ନିଜ ଦେଶକୁ ସ୍ଥାନାନ୍ତରଣ କରୁଛି । ଏହା ମଧ୍ୟରେ ଆଜି ତାଜିକିସ୍ତାନର ଦୁସାନବେରୁ ୭୮ ଲୋକ ଦିଲ୍ଲୀ ଆସିଛନ୍ତି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ରହିଥିଲେ । ଏହାସହ ସେହି ବିମାନରେ କାବୁଲରେ ଥିବା ମୋଟ ତିନୋଟି ଗୁରୁଗ୍ରନ୍ଥ […]
Read More...

Advertisement