taapsi pannu
ମନୋରଞ୍ଜନ 

ବଲିଉଡକୁ ନୂଆ ଏକ ବାୟୋପିକ ନେଇ ଆସୁଛନ୍ତି ତାପସୀ

ବଲିଉଡକୁ ନୂଆ ଏକ ବାୟୋପିକ ନେଇ ଆସୁଛନ୍ତି ତାପସୀ ମୁମ୍ବାଇ: ଅପ୍ରେଲ ୩୦: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ ’ସାବାସ୍ ମିଟ୍ଠୁ’ର ରିଲିଜ ତାରିଖ ପ୍ରକାଶ ପାଇଛି। ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି ଯେ ଏହା ଜୁଲାଇ ମାସରେ ରିଲିଜ ହେବାକୁ ଯାଉଛି। ତେବେ ’ସାବାସ୍ ମିଟ୍ଠୁ’ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର ବିଷୟରେ କହିବ। ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି। […]
Read More...

Advertisement