T20 International match
ଓଡ଼ିଶା 

ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ ବନ୍ଦ ମାମଲା ଖାରଜ

ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ ବନ୍ଦ ମାମଲା ଖାରଜ କଟକ:ଜୁନ୍‌ ୦୭: କ୍ରିକେଟ୍‌ପ୍ରେୀଙ୍କ ପାଇଁ ଖୁସିର ଖବର ଶୁଣାଇନ୍ତି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ । ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ବନ୍ଦ କରିବାକୁ ହାଇକୋର୍ଟରେ ଯେଉଁ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା, ତାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଫଳରେ ବାରବାଟର ଷ୍ଟାଡିୟମ୍‌ରେ ଆସନ୍ତା ୧୨ ତାରିଖରେ କ୍ରିକେଟ୍‌ ଅନୁଷ୍ଠିତ ହେବ । ସୂଚନା ଥାଉଯେ- ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନାହିଁ । ଏଥି […]
Read More...

Advertisement