Sweata Singh writes to PM
ମନୋରଞ୍ଜନ 

ଅଭିନେତା ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଲେ

ଅଭିନେତା ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା  ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ  ଚିଠି ଲେଖିଲେ ମୁମ୍ବାଇ : ଅଗଷ୍ଟ ୦୧: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ, ପ୍ରମାଣ ସବୁକୁ ନଷ୍ଟ କରିବା ନେଇ ସମ୍ଭାବନା ଥିବାରୁ, ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତୀ ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସୁଶାନ୍ତଙ୍କ ବଲିଉଡରେ ଗଡଫାଦର ନାହାନ୍ତି ଏବଂ ସେହିଭଳି ତାଙ୍କ ପରିବାର ରେ […]
Read More...

Advertisement