Swami Shivanand Baba
Feature 

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିବାକୁ ଯାଉଥିବା ସବୁଠୁ ବୟସ୍କ ବ୍ୟକ୍ତି

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିବାକୁ ଯାଉଥିବା ସବୁଠୁ ବୟସ୍କ ବ୍ୟକ୍ତି କାଶୀର ଶିବାନନ୍ଦ ବାବାଙ୍କୁ ମୋଦି ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛନ୍ତି । ବାରାଣାସୀର କବିରନଗର ଅଞ୍ଚଳରେ ରହୁଥିବା ବାବା ଶିବାନନ୍ଦଙ୍କ ବୟସ ୧୨୬ ବର୍ଷ । ସବୁଠୁ ବଡ଼ କଥା ହେଉଛି ଯେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଆଧାର କାର୍ଡ ଏବଂ ପାସପୋର୍ଟରେ ତାଙ୍କ ଜନ୍ମତିଥି ୮ ଅଗଷ୍ଟ ୧୮୯୬ ମସିହା ଉଲ୍ଲେଖ ରହିଛି । ଏହି ଦୃଷ୍ଟିରୁ ସେ ଦୁନିଆରୁ ସବୁଠୁ ବୟସ୍କ ବ୍ୟକ୍ତି । କିନ୍ତୁ ଗିନିଜ୍‌ […]
Read More...

Advertisement