swami offer
ଖେଳ 

ଧୋନିଙ୍କୁ ସ୍ୱାମୀଙ୍କ ଅଫର

ଧୋନିଙ୍କୁ ସ୍ୱାମୀଙ୍କ ଅଫର ନୂଆଦିଲ୍ଲୀ, ଅଗଷ୍ଟ ୨୦: ଟିମ୍‌ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ମହେନ୍ଦ୍ର ସିଂ ଧୋନି ଅଗଷ୍ଟ ୧୫ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବାର ୨୪ ଘଣ୍ଟା ନ ପୁରୁଣୁ ତାଙ୍କୁ ରାଜନୀତି କ୍ଷେତ୍ରକୁ ଆସିବା ପାଇଁ ନିମନ୍ତ୍ରଣ ମିଳିଛି । ଯଦିଓ ଧୋନି ଏ ବିଷୟରେ କୌଣସି ପତିକ୍ରିୟା ଦେଇ ନାହାନ୍ତି, ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସର୍ବପ୍ରଥମେ […]
Read More...

Advertisement