surekha sikri
ମନୋରଞ୍ଜନ 

ପରଲୋକରେ ଦାଦିସା

ପରଲୋକରେ ଦାଦିସା ଭୁବନେଶ୍ୱର: ଜୁଲାଇ ୧୬: ଜାତୀୟ ପୁରସ୍କାର ପ୍ରାପ୍ତ ବଲିଉଡ୍‌ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶୁକ୍ରବାର ତାଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଥିବା ଜଣାପଡ଼ିଛି । ଗତ ବର୍ଷ ୨୦୨୦ରେ ସୁରେଖା ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ । ଏହାପରେ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସୁରେଖାଙ୍କ ଏଜେଣ୍ଟ ତାଙ୍କ […]
Read More...

Advertisement