Sura Routray not to contest elections anymore
ରାଜନୀତି  ଓଡ଼ିଶା 

ଏଥର ମୋ ପୁଅ ଲଢ଼ିବ ନିର୍ବାଚନ : ସୁର ରାଉତରାୟ

ଏଥର ମୋ ପୁଅ ଲଢ଼ିବ ନିର୍ବାଚନ : ସୁର ରାଉତରାୟ ଭୁବନେଶ୍ୱର : ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ । ମୋତେ ୮୦ ବର୍ଷ ହେଲାଣି। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ I’ସର୍ବଦା ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରେସ ମିଟ କରି ଏହି ସୂଚନା ଦେଇଛନ୍ତି I ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା […]
Read More...

Advertisement