supremecourt
ଦେଶ- ବିଦେଶ 

ବେସରକାରୀ ସ୍କୁଲ ଶିକ୍ଷକମାନ ଙ୍କୁ ମିଳିବ ଗ୍ରାଚ୍ୟୁଇଟି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବେସରକାରୀ ସ୍କୁଲ ଶିକ୍ଷକମାନ ଙ୍କୁ ମିଳିବ ଗ୍ରାଚ୍ୟୁଇଟି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ପାଇଁ ଖୁସି ଖବର I ୨୦୦୯ ରେ ସୁପ୍ରିମକୋର୍ଟ ରେ କରାଯାଇଥିବା ଏକ ଆବେଦନ କୁ ସମର୍ଥନ ଜଣାଇ ବେସରକାରୀ ସ୍କୁଲ ର ଶିକ୍ଷକମାନେ ମଧ୍ୟ ଗ୍ରାଚ୍ୟୁଇଟି ପାଇବାକୁ ହକଦାର ବୋଲି ନିର୍ଦେଶ ଦେଇଛନ୍ତି । ୧୯୯୭ ରୁ ଏହି ନିୟମ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅର୍ଥାତ୍, ୧୯୯୭ ପରେ ଅବସର ନେଇଥିବା ସମସ୍ତ ଶିକ୍ଷକଙ୍କୁ ଘରୋଇ ବିଦ୍ୟାଳୟଗୁଡ଼ିକ ଗ୍ରାଚ୍ୟୁଇଟି ପ୍ରଦାନ କରିବେ I ବେସରକାରୀ ବିଦ୍ୟାଳୟଗୁଡ଼ିକ […]
Read More...
ଓଡ଼ିଶା 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜ ନୂଆଦିଲ୍ଲୀ: ମଇ ୩୧: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜି । ଗତ ମେ ମାସ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ । ସୁମନ୍ତ କୁମାର ଘଡ଼େଇ ଓ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର ଲିଭ ପିଟିସନର ଶୁଣାଣି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଭ୍ୟାକେସନ ବେଞ୍ଚରେ ହେବ । ସୂଚନା ଅନୁସାରେ, ଏହି ଶୁଣାଣି […]
Read More...

Advertisement