Supreme Court say
ଦେଶ- ବିଦେଶ 

ନୂପୁର ଶର୍ମା ସାରା ଦେଶକୁ କ୍ଷମା ମାଗନ୍ତୁ: ସୁପ୍ରିମ୍‌ କୋର୍ଟ

ନୂପୁର ଶର୍ମା ସାରା ଦେଶକୁ କ୍ଷମା ମାଗନ୍ତୁ: ସୁପ୍ରିମ୍‌ କୋର୍ଟ ଦିଲ୍ଲୀ: ଜୁଲାଇ ୦୧: ଆଜି ଦେଶରେ ଯେଉଁ ହିଂସାକାଣ୍ଡ ଦେଖାଯାଉଛି, ତାହାର କାରଣ ହେଉଛନ୍ତି ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା । ସେ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ଏହିସବୁ ଘଟିଛି ବୋଲି କହି ଆଜି ସୁପ୍ରିମ କୋର୍ଟ ନୂପୁରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜସ୍ଥାନ ଉଦୟପୁରରେ ଜଣେ ନିର୍ଦ୍ଦୋଷ ଯେଲରଙ୍କୁ ହତ୍ୟା କରିବା ପରେ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଏହାସହ ସୁପ୍ରିମ କୋର୍ଟ […]
Read More...

Advertisement