Supreme Court said
ଦେଶ- ବିଦେଶ 

ଦିଲ୍ଲୀ ସ୍ଥାନାନ୍ତର ହେବ ନୂପୁରଙ୍କ ସବୁ ମାମଲା: ସୁପ୍ରିମକୋର୍ଟ

ଦିଲ୍ଲୀ ସ୍ଥାନାନ୍ତର ହେବ ନୂପୁରଙ୍କ ସବୁ ମାମଲା: ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି । ନୂପୁର ଶର୍ମାଙ୍କ ବିରୋଧରେ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ । ଆଜି ଏନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ହୋଇଥିବା ୧୦ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ତାଙ୍କ ଉପରେ ଦାୟର ହୋଇଥିବା ସମସ୍ତ […]
Read More...
ଦେଶ- ବିଦେଶ 

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌: ସୁପ୍ରିମକୋର୍ଟ

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌: ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦୁ୍ୟତ୍‌-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍‌ ନୁହେଁ । ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଆଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ମାଗଣା ବିଦୁ୍ୟତ୍‌, ପାଣି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ପ୍ରତଶ୍ରୁତି ଦେଉଛନ୍ତି […]
Read More...
ଦେଶ- ବିଦେଶ 

ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି:ଗିରଫଦାରୀ ଉପରେ ରୋକ

ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି:ଗିରଫଦାରୀ ଉପରେ ରୋକ ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିªଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ କୌଣସି ପ୍ରକାରରେ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ […]
Read More...

Advertisement