SUPREEMCOUT
ରାଜନୀତି 

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସାନି ସମନ

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସାନି ସମନ ପଶ୍ଚିମବଙ୍ଗ: ମାର୍ଚ୍ଚ ୨୨: କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ତଥା ମନି ଲଣ୍ଡରିଂ ମାମଲାରେ ଅଭିଷେକ ଇଡି ଜାଲରେ ଫସିଛନ୍ତି । ଉଭୟ ସ୍ୱାମୀ ଅଭିଷେକ ଏବଂ ପତ୍ନୀ ରୁଜିରାଙ୍କୁ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ପୂର୍ବରୁ ଇଡିର ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅଭିଷେକ । ଯେହେତୁ ଉଭୟଙ୍କ ଘର ପଶ୍ଚିମବଙ୍ଗରେ […]
Read More...

Advertisement