superwoman syndrome
ସ୍ୱାସ୍ଥ 

ସୁପରଓ୍ୱିମେନ୍‌ ସିଣ୍ଡ୍ରୋମ୍‌

ସୁପରଓ୍ୱିମେନ୍‌ ସିଣ୍ଡ୍ରୋମ୍‌ ଏହା ଏପରି ଏକ ଅବସ୍ଥା ଯାହା ହେବାଫଳରେ ମହିଳାମାନେ ଅଧିକ ଆକଫିଭ ହୋଇଯାଇଥାଆନ୍ତି । ସବୁ କ୍ଷେତ୍ରରେ ପରଫେକଟ ହେବା ପାଇଁ ଏମାନେ ଚେଷ୍ଟା କରନ୍ତି । ଏହି ସିଣ୍ଡ୍ରୋମ କାରଣରୁ ସେମାନଙ୍କୁ ଅନେକ ସମସ୍ୟା ମଧ୍ୟ ହୋଇଥାଏ । ସେମାନଙ୍କ ନିକଟରେ ମୁଣ୍ଡବିନ୍ଧା, ଇନସୋମେନିଆ, ଚିନ୍ତା, ଷ୍ଟ୍ରେସ, କ୍ରୋନିକ୍‌ ଏଗଜ୍‌ସନ୍‌ ସମସ୍ୟା ଦେଖିବାକୁ ମିଳିଥାଏ । ଏହାର କାରଣ ମଧ୍ୟ ବିଭିନ୍ନ ରହିଥାଏ । ଆଜିକାଲି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର ଷ୍ଟ୍ରେସ୍‌ ପଡୁଛି । […]
Read More...

Advertisement