Sundar Pichai
ବିଶ୍ବ  ଦେଶ- ବିଦେଶ 

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ୫୦ତମ ଜନ୍ମ ଜୟନ୍ତି

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ୫୦ତମ ଜନ୍ମ ଜୟନ୍ତି ନୂଆଦିଳ୍ଲୀ: ଆଜି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ଜନ୍ମଦିନ । ଏକ ସାଧାରଣ ପରିବାରରୁ ଜନ୍ମ ହୋଇ ମଧ୍ୟ ସେ ଯେଉଁଭଳି ଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ । ୧୯୭୨ ମସିହା ଜୁନ୍‌ ୧୦ ତରିଖରେ ଜନ୍ମ ଲାଭ କରିଥିଲେ ସେ । ଆଜି ସେ ୫୦ ବର୍ଷ ବୟସରେ ପହଞ୍ଚିଛନ୍ତି । ଆଇଆଇଟି ଖଡଗପୁରରୁ ଶିକ୍ଷା ସାରିବା ପରେ ଗୁଗୁଲର ସିଇଓ ଭାବେ ଭାରତର ଟେକ ରଖିଥିବା […]
Read More...
ବିଶ୍ବ  ବାଣିଜ୍ୟ  ଦେଶ- ବିଦେଶ 

ଟ୍ୱିଟରର ନୂଆ ସିଇଓ ହୋଇଛନ୍ତି ପର।ଗ ଅଗ୍ରୱ।ଲ

ଟ୍ୱିଟରର ନୂଆ ସିଇଓ ହୋଇଛନ୍ତି ପର।ଗ ଅଗ୍ରୱ।ଲ ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଇଆଇଟି-ବମ୍ବେ ସ୍ନାତକୋତ୍ତର ୩୭ ବର୍ଷିୟ ପର।ଗ ଅଗ୍ରୱ।ଲ ହୋଇଛନ୍ତି ଟ୍ୱିଟରର ନୂଆ ସିଇଓ ।ସେ ଜ୍ୟ।କ୍ ଡୋର୍ସିଙ୍କୁ ନୂତନ ଟ୍ୱିଟର ମୁଖ୍ୟ କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ଭ।ବରେ ବଦଳ।ଇ ଶ୍ରେଷ୍ଠ ୫୦୦ କମ୍ପ।ନୀର କନିଷ୍ଠ ସିଇଓ ହୋଇଛନ୍ତି । ବୋର୍ଡ ଅଫ୍ ଡ।ଇରେକ୍ଟର୍ସ ସର୍ବସମ୍ମତି କ୍ରମେ ତ।ଙ୍କୁ ନୂତନ ସିଇଓ ଭ।ବରେ ନିଯୁକ୍ତି ଦିଆଯାଇଛି । ପର।ଗ ଅଗ୍ରୱ।ଲ ଆଇଆଇଟି-ବମ୍ବେରୁ ସ୍ନ।ତକୋତ୍ତର ଏବଂ ଷ୍ଟ।ନଫୋର୍ଡ ୟୁନିଭରସିଟିରୁ କମ୍ପ୍ୟୁଟର ବିଜ୍ଞ।ନରେ ପିଏଚଡି କରିଥିଲେ। ସେ ଅକ୍ଟୋବର […]
Read More...

Advertisement