summer deason
ପାଣିପାଗ 

୪୦ ଟପିଲା ପାରଦ: ଅସ୍ତବ୍ୟସ୍ତ ଜନଜୀବନ

୪୦ ଟପିଲା ପାରଦ: ଅସ୍ତବ୍ୟସ୍ତ ଜନଜୀବନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ଏହି ଗ୍ରୀଷ୍ମପ୍ରବାହ ୪୦ ପାରଦ ଡେଇଁଲାଣି । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ । ଏହି ଅନୁପାତରେ ୪୦.୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର।ସେହିପରି ବୌଦ୍ଧରେ ୪୦.୫, ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪, ହୀରାକୁଦରେ ୪୦.୪, ବାରିପଦାରେ ୪୦ ଏବଂ ତାଳଚେରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।କଟକର ସର୍ବାଧିକ ତାପମାତ୍ରା ଗତକାଲି ୩୭.୪ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ […]
Read More...

Advertisement