sulochana das has take the oth
ରାଜନୀତି  ଓଡ଼ିଶା 

ଆଜି ଶପଥ ନେଲେ ବିଏମସି ମେୟର ପ୍ରାର୍ଥୀ

ଆଜି ଶପଥ ନେଲେ ବିଏମସି ମେୟର ପ୍ରାର୍ଥୀ ଭୁବନେଶ୍ୱର: ଅପ୍ରେଲ ୦୯: ଆଜି ବିଏମସି ମେୟର ପ୍ରାର୍ଥୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ମେୟର ଏବଂ ସମସ୍ତ କର୍ପୋରେଟରଙ୍କୁ ଶପଥ ପାଠ କରାଇଥିଲେ । ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ […]
Read More...

Advertisement