Sudarsan Pattnaik
ଓଡ଼ିଶା 

ଏଡସ୍‌ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସନ୍ଦେଶ

ଏଡସ୍‌ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସନ୍ଦେଶ ପୁରୀ: ଡିସେମ୍ବର ୦୧: ଆଜି ବିଶ୍ୱ ଏଡ଼ସ ଦିବସ ଅବସରରେ ପୁରୀ ବେଳ।ଭୂମିରେ ବ।ଲୁକ। କଳ। କରିଛନ୍ତି ବ।ଲୁକ। ଶିଳ୍ପୀ ସୁଦର୍ଶନ ପଟ୍ଟନ।ୟକ । ତେବେ ପ୍ରତ୍ୟେକ ପୂଜା ପାର୍ବଣ ଅବସରରେ ସେ ଏମିତି ଅନେକବାଲୁକାକଳା ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି । ଆଜିର ଏହି ବାଲୁକାକଳା ମାଧ୍ୟମରେ ବିଶ୍ୱବ।ସୀ ଏଡ଼ସର ଭୟ।ବହତ। ସମ୍ପର୍କରେ ଜ।ଣିବ। ସହ ଏହି ରୋଗରୁ ମୁକ୍ତ ରହିବ। ପ।ଇଁ ସେ ନିବେଦନ କରିଛନ୍ତି । ପ୍ର।ୟ ୧୫ ଟନ […]
Read More...
ଓଡ଼ିଶା 

ଆଜି ମୋଦିଙ୍କ ଜନ୍ମଦିନ: ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଆଜି ମୋଦିଙ୍କ ଜନ୍ମଦିନ: ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ । ଆଜିକୁ ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଆଜିଠାରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ । ୨୦୧୪ ମସିହାଠାରୁ ବିଜେପି ପକ୍ଷରୁ ମୋଦିଙ୍କ ଜନ୍ମଦିନ ଅବସରରେ ସେବା ଦିବସ ଭାବେ ପାଳନ କରାଯାଉଛି । ଜନ୍ମଦିନ ଅବସରରେ ରେକର୍ଡ ଟିକାକରଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ଲୋକପ୍ରିୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ […]
Read More...

Advertisement