subarnarekha river
ଓଡ଼ିଶା 

ଫୁଲୁଛି ସୁବର୍ଣ୍ଣରେଖା, ୨୦ଟି ଗ୍ରାମରେ ବନ୍ୟା ପାଣି

ଫୁଲୁଛି ସୁବର୍ଣ୍ଣରେଖା, ୨୦ଟି ଗ୍ରାମରେ ବନ୍ୟା ପାଣି ଭୁବନେଶ୍ୱର: ଅଗଷ୍ଟ ୨: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସୁବର୍ଣ୍ଣରେଖା ଦନୀର ଜଳ ଫୁଲିବାରେ ଲାଗିଛି । ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗ୍ରାମରେ ବନ୍ୟା ଜଳ ପଶିଯାଇଛି । ଗତକାଲି ରାତିରେ ଗ୍ରାମରେ ବନ୍ୟା ଜଳ ପଶିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗଲୁଡ଼ିହ ବ୍ୟାରେଜରୁ ୮ ହଜାର କ୍ୱì୍ୟଏମ୍‌ ପାଣି ପ୍ରବାହିତ ହେଉଛି । ଜଳେଶ୍ୱରର ରାଜଘାଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ରହିଥିଲା […]
Read More...

Advertisement