Sub-Registrar and Treasury Office Of Birmaharajpur
ଜିଲ୍ଲା 

ସରକାରୀ ଅଫିସ୍‌ କ୍ୟାମ୍ପସରେ ଜମୁଛି ମଦର ଆସର

ସରକାରୀ ଅଫିସ୍‌ କ୍ୟାମ୍ପସରେ ଜମୁଛି ମଦର ଆସର ସୋନପୁର : ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ପଡ଼ିଛି କାଠ ଟେବୁଲ । ଆଉ ତା’ ଉପରେ ସୁନ୍ଦର ଭାବରେ ଥୁଆ ଯାଇଛି ଦେଶୀ ବିଦେଶୀ ବ୍ରାଣ୍ଡର ମଦ ବୋତଲ । ସୋନପୁର ଜିଲ୍ଲା ବୀରମହାରାଜପୁରରେ ମଦ ବୋତଲ ଓ ସିଗାରେଟ୍‌ ଖୋଳକୁ ଦେଖିଲେ ଲାଗୁଛି ଏଠି ଜମୁଛି ମଦୁଆଙ୍କ ଆସର । ସୋନପୁର ଜିଲ୍ଲା ବୀରମହାରାଜପୁରର ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ ଗୋଟିଏ କ୍ୟାମ୍ପସରେ ରହିଛି । ନୁଆଖାଇ ଦୁଇଦିନ ପରେ ଅଫିସ୍‌ ପରିସରରେ […]
Read More...

Advertisement