street light problems in Odisha village
ଜିଲ୍ଲା 

ଦିନରେ ଜଳୁଛି ,ରାତିରେ ଅନ୍ଧାର

ଦିନରେ ଜଳୁଛି ,ରାତିରେ ଅନ୍ଧାର ଝାରସୁଗୁଡା/କିର୍ମିରା : ଝାରସୁଗୁଡାରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ରାତିରେ ବନ୍ଦ ରହି ଦିନତମାମ ବିଜୁଳି ବତୀ ଜଳୁଛି । ଜିଲ୍ଲାର ବାଲିଯୋରୀ ବନ୍ଦରପଡା ସାରସମାଲ ଆଇଓସିଏଲ ପେଟ୍ରୋଲ ଡିପୁ ନିକଟବର୍ତ୍ତି ପୌରାଞ୍ଚଳରେ ସରକାର ବିଜୁଳି ଖୁଣ୍ଟ ଲଗାଇ ରାସ୍ତାରେ ଆଳୁଅ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଉଚ୍ଚ ବିଜୁଳି ଖୁଣ୍ଟ ସହ ବତୀ ଲାଗିଛି । ଗୋଟିଏ କି ଦୁଇଟି ନୁହେଁ , ସେଥି ମଧ୍ୟରୁ ଅର୍ଦ୍ଧାଧିକ ବତୀର ଗୁଣ ଅଜବ ରହିଛି […]
Read More...

Advertisement