Steven Smith
ଖେଳ 

ନୂଆ ରେକର୍ଡ କଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆ ରେକର୍ଡ କଲେ ଷ୍ଟିଭ୍‌ ସ୍ମିଥ୍‌ ନୂଆଦିଲ୍ଲୀ: ମାର୍ଚ୍ଚ ୦୯: ଟେଷ୍ଟ କ୍ରିକେଟ୍ରେ ଷ୍ଟିଭ ସ୍ମିଥ୍ ଏକ ପରିଚିତ ନାଁ । ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଉପଅଧିନାୟକ ଷ୍ଟିଭ ସ୍ମିଥ୍ । ଏବେ ସେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମ ୧୫୦ଟି ଟେଷ୍ଟ ଇନିଂସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ତେନ୍ଦୁଲକରଙ୍କୁ ଟପିଛନ୍ତି ଏହି ଖେଳାଳି । ଟେଷ୍ଟରେ ୧୫୦ ଇନିଂସ ପୂରଣ ପାଇଁ ଆହୁରି ୨ଟି ଇନିଂସ ବାକିଥିବା ବେଳେ […]
Read More...

Advertisement